ପ୍ରତୁଦ
ଯେଉଁ ପକ୍ଷୀ ଆପଣା ଶିକାରକୁ ଥଣ୍ଟରେ ଚିରିକରି ଖାଏ— (ଯଥା—ଗୁଧ୍ର, ଶ୍ୟେନ, ପେଚକଆଦି ହିଂସ୍ରପକ୍ଷୀ) — A bird of prey which feeds on the prey by tearing with the beak.