Jump to content

ପ୍ରତୁଲ୍ୟ

ଉଇକିଅଭିଧାନ‌ରୁ

ପ୍ରତୁଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପ୍ର+ତୁଲ୍ୟ)

[ସମ୍ପାଦନା]

ସଦୃଶ; ସମାନ — Similar.

ସମେ ପ୍ରତୁଲ୍ୟ କେହି ନାହିଁ ସର୍ଜେନେ ଦୁଜେ ବ୍ରହ୍ମା ସେହି ଜଗନ୍ନାଥ. ଭାଗବତ