ପ୍ରତୁଳ
ଦେଖଣା
ପ୍ରତୁଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ତୁଳ ଧାତୁ+କର୍ମ ଅ)
[ସମ୍ପାଦନା]- ୧. ଅଚଳାଚଳ ସମ୍ପତ୍ତି; ଐଶ୍ୱର୍ଯ୍ୟ; ବିଭବ — ୧. Immense wealth; prosperity.
- ୨. ସୌଭାଗ୍ୟ —୨. Good fortune.
- ୩. ପ୍ରାଚୁର୍ଯ୍ୟ; ଆଧିକ୍ୟ —୩. Abundance.
- ୪. ଯଥେଷ୍ଟତା —୪. Sufficiency.
- ୫. ମଙ୍ଗଳ; ଉପକାର —୫. Benefit.
- ୬. ବାହୁଲ୍ୟ; ବୁଦ୍ଧି —୬. Excess.
(ପୁତୁଳା—ସ୍ତ୍ରୀ)
(ପ୍ରତୁଳତା—ବି)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ବିଷମ; ଭୟାନକ —୧. Fierce.
- ୨. ପ୍ରଚୁର —୨. Abundant.
- ୩. ଯଥେଷ୍ଟ —୩. Sufficient.
- ୪. ଅତୁଳନୀୟ —୪. Incomparable.