Jump to content

ପ୍ରତେ

ଉଇକିଅଭିଧାନ‌ରୁ

ପ୍ରତେ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପ୍ରତ୍ୟୟ)

[ସମ୍ପାଦନା]
୧. ପରତେ; ବିଶ୍ୱାସ — ୧. Faith; reliance; trust; confidence; belief.
୨. ନିଶ୍ଚିତ ଜ୍ଞାନ —୨. Conviction; a definite knowledge.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯାହାକୁ ବିଶ୍ୱାସ କରାଯାଏ; ବିଶ୍ୱାସଦ୍ୱାରା ଗୃହୀତ — ୧. Believed; trusted; accepted on trust.
୨. ବିଶ୍ୱସନୀୟ —୨. Believable.