Jump to content

ପ୍ରତେଜିବା

ଉଇକିଅଭିଧାନ‌ରୁ

ପ୍ରତେଜିବା

ଉଚ୍ଚାରଣ

[ସମ୍ପାଦନା]

(ପ୍ରତ୍ୟେଜିବା, ପ୍ରତ୍ୟଜିବା; ପ୍ରତ୍ୟାଜିବା—ଅନ୍ୟରୂପ)

ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ପ୍ରତେଜନ)

[ସମ୍ପାଦନା]
୧. ଉତ୍ତେଜିତ କରିବା — To irritate; to excite.

ସେ ନାରୀ ସ୍ୱରୁପ ଧରଇ ପୁରୁଷ ଅଙ୍ଗ ପ୍ରତେଜଇ ଜଗନ୍ନାଥ. ଭାଗବତ

୨. (ସଂସ୍କୃତ - ତ୍ୟାଜ୍ ଧାତୁ)—ତ୍ୟାଗ କରିବା — ୨. To give up.

କପିଲ ବଚନ ଶୁଣିଲେ, ମୋହ ପଟଳ ପ୍ରତେଜିଲେ ଜଗନ୍ନାଥ. ଭାଗବତ