Jump to content

ପ୍ରତେ ଆସିବା

ଉଇକିଅଭିଧାନ‌ରୁ

ପ୍ରତେ ଆସିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରତେ ଲାଗିବା, ପ୍ରତେ ହେବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ବିଶ୍ୱାସନୀୟ ବୋଲି ଗୃହୀତ ହେବା; ବିଶ୍ୱାସ କରାଯିବା —୧. to be belived; to be trusted.

ଏ ଅଦ୍ଭୁତ କଥା ନିଜେ ନ ଦେଖିଲେ କେମନ୍ତେ ବା ହେବ ପ୍ରତେ? ରାଧାନାଥ ପାର୍ବତୀ

୨. ଜଣାଯିବା —୨. To be felt; to seem; to appear.

ସାର ଦେଖି ପ୍ରତେ ଆସେ କି ପୁଞ୍ଜିତ ତ୍ରଭୁବନ ପୁଣ୍ୟରାଶି ରାଧାନାଥ. ଯଯାତି