Jump to content

ପ୍ରତେ କରିବା

ଉଇକିଅଭିଧାନ‌ରୁ

ପ୍ରତେ କରିବା

ଉଚ୍ଚାରଣ

[ସମ୍ପାଦନା]

(ପ୍ରତେ ଯିବା—ଅନ୍ୟରୂପ)

ଦେଶଜ - କ୍ରି.

[ସମ୍ପାଦନା]

ପରତେ ଯିବା; ବିଶ୍ୱାସ କରିବା — To belive; to trust; to rely upon.


ଅନୁବାଦ

[ସମ୍ପାଦନା]

ଆଗେ ଅଛି ସପ୍ତଶାଳରୁ ଶାଳେ ତୁମ୍ଭେ ବିନ୍ଧିଲେ କେତେ ଅବା ପ୍ରତେ ଯିବୁଁ ଆମ୍ଭେ କୃଷ୍ଣସିଂହ. ମହାଭାରତ ବନ