ପ୍ରତୋଳ
ଦେଖଣା
ପ୍ରତୋଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପ୍ର+ତୁଳ୍ ଧାତୁ= ଗମନ କରିବା+ଅଧିକରଣ. ଅ)
[ସମ୍ପାଦନା]- ୧. ଚୁଉଡ଼ା ରାସ୍ତା; ବଡ଼ଦାଣ୍ଡ — ୧. High road; broad street.
- ୨. ଅଭ୍ୟନ୍ତର ମାର୍ଗ; ଗଳି — ୨. A path; a bye-path; lane; street.
- ୩. ଦୁର୍ଗର ଯେଉଁ ଦ୍ୱାର ନଗର ଆଡ଼କୁ ଥାଏ (ହିନ୍ଦୀ - ଶ) — ୩. The gate of a fort facing the city.
- ୪. ବଥଆଦିରେ ବନ୍ଧାଯିବା ପଟୀ (ହିନ୍ଦୀ - ଶ.) — ୪. Bandage tied over boils etc.