ପ୍ରତ୍ନତତ୍ୱ ବିତ୍
ଦେଖଣା
ପ୍ରତ୍ନତତ୍ୱ ବିତ୍
ଉଚ୍ଚାରଣ
[ସମ୍ପାଦନା]ପ୍ରତ୍ନତତ୍ତ୍ୱବେତ୍ତା, ପ୍ରତ୍ନତତ୍ତ୍ୱ ବିଶାରଦଅନ୍ୟରୁପ
ସଂସ୍କୃତ - ବିଶେଷ୍ୟ - ପୁଂ. (ପ୍ରତ୍ନତତ୍ୱ+ବିଦ୍ ଧାତୁ+କର୍ତ୍ତୃ. କ୍ୱିପ୍; ୧ମା. ୧ବ)
[ସମ୍ପାଦନା]ପୁରାଣବେତ୍ତା; ପୁରାତତ୍ତ୍ୱବିତ୍ —An antiquarian; an archeologist.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପ୍ରତ୍ନତତ୍ତ୍ୱରେ ପାରଙ୍ଗମ — Versed in archeology.