Jump to content

ପ୍ରତ୍ୟକ୍

ଉଇକିଅଭିଧାନ‌ରୁ

ପ୍ରତ୍ୟକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ପ୍ରତି+ଅନଚ୍ ଧାତୁ=ଯିବା+କ୍ୱିପ୍; ପ୍ରତ୍ୟଚ୍—୧ମା. ୧ବ)

[ସମ୍ପାଦନା]
୧. ପଶ୍ଚାତ୍ —୧. Behind; rear; subseqent.
୨. ପୂର୍ବବର୍ତ୍ତୀ —୨. Prior.
୩. ପଶ୍ଚାତ୍ୱର୍ତ୍ତୀ କାଳ; ପୂର୍ବକାଳ —୩. Former times.
୪. ପଶ୍ଚିମଦେଶୀୟ —୪. Western.
୫. ପଶ୍ଚିମ ଦିଗ —୫. The west.
୬. ଅନ୍ତିର୍ନିହିତ —୬. Internal; inner.
୭. ପଛଆଡ଼କୁ —୭. Backwards.
୮. ପଶ୍ଚିମଆଡ଼କୁ —୮. Westwards.