Jump to content

ପ୍ରତ୍ୟକ୍ଷକରଣ

ଉଇକିଅଭିଧାନ‌ରୁ

ପ୍ରତ୍ୟକ୍ଷକରଣ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତ୍ୟକ୍ଷକୃତ—ବିଣ)

ସଂସ୍କୃତ - ବିଶେଷଣ - (ପ୍ରତ୍ୟକ୍ଷ=ଅଭୂତ ତଦ୍ଭାବେ ଚ୍ୱି+କରଣ)

[ସମ୍ପାଦନା]
୧. ଏଥିପୂର୍ବେ ଆପ୍ରତ୍ୟକ୍ଷ ବିଷୟକୁ ପ୍ରତ୍ୟକ୍ଷ କରିବା —୧. Perception of a thing previously imperceptible.
୨. ଅପ୍ରତ୍ୟକ୍ଷ ବିଷୟ ପ୍ରତ୍ୟକ୍ଷ ବା ସ୍ପଷ୍ଟ ହେବବାର ଉପାୟ କରିବା — ୨. Making a thing manifest or preceptible.