ପ୍ରତ୍ୟକ୍ଷକାରୀ
(ପ୍ରତ୍ୟକ୍ଷକାରୀଣୀ—ସ୍ତ୍ରୀ)
ଯେ ନିଜେ ଦେଖି ବା ଇନ୍ଦ୍ରିୟଦ୍ୱାରା ଅନୁଭବ କରି କୌଣସି କଥା ଜାଣି ଥାଏ; ସ୍ୱୟଂ ଦ୍ରଷ୍ଟା —Having personal or direct knowledge.