ପ୍ରତ୍ୟକ୍ଷବାଦୀ
ଦେଖଣା
ପ୍ରତ୍ୟକ୍ଷବାଦୀ
ଉଚ୍ଚାରଣ
[ସମ୍ପାଦନା](ପ୍ରତ୍ୟକ୍ଷବାଦିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ରତ୍ୟକ୍ଷ+ବଦ୍ ଧାତୁ=କର୍ତ୍ତ. ଇନ୍; ୧ମା. ୧ବ.)
[ସମ୍ପାଦନା]- ୧. ଯେ ପ୍ରତ୍ୟକ୍ଷ ପ୍ରମାଣ ଛଡ଼ା ଅନ୍ୟ ପ୍ରମାଣ ସ୍ୱାକାର କରେ ନାହିଁ; ଯେ ଇନ୍ଦ୍ରିୟଗ୍ରାହ୍ୟ ବିଷୟ ଛଡ଼ା ଅନ୍ୟ ପ୍ରମାଣକୁ ବା ଯୁକ୍ତିକୁ ପ୍ରମାଣରୂପେ ଗ୍ରହଣ କରେ ନାହିଁ; ଜଡ଼ବାଦୀ —୧. Materialistic, admitting of no other evidence than what is perceived by the senses.
- ୨. ବୌଦ୍ଧ —୨. Buddhistic.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବୌଦ୍ଧଧର୍ମାଲମ୍ୱୀ ବ୍ୟକ୍ତି —୧. A Buddhist.
- ୨. ଜଡ଼ବାଦୀ ବ୍ୟକ୍ତି —୨. A materialist.