ପ୍ରତ୍ୟକ୍ଷ ଦର୍ଶନ
ଦେଖଣା
ପ୍ରତ୍ୟକ୍ଷ ଦର୍ଶନ
ଉଚ୍ଚାରଣ
[ସମ୍ପାଦନା](ପର୍ତ୍ୟକ୍ଷଦର୍ଶନା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରତ୍ୟକ୍ଷ=ଦର୍ଶନ)
[ସମ୍ପାଦନା]- ୧. ସାକ୍ଷାତ୍ଦର୍ଶନ ୧. Seeing with one's own eyse; personal interview.
- ୨. (ବହୁବ୍ରୀହି—ସାକ୍ଷୀ; ନିଜେ ଆଖିରେ ଦେଖିଥିବା ସାକ୍ଷୀ — ୨. An eye-witness.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]ସାକ୍ଷାତଦର୍ଶୀ; ସ୍ୱୟଂ ଦ୍ରଷ୍ଟା —Having witnessed a thing with one's own eyes.