Jump to content

ପ୍ରତ୍ୟକ୍ଷ ଦର୍ଶୀ

ଉଇକିଅଭିଧାନ‌ରୁ

ପ୍ରତ୍ୟକ୍ଷ ଦର୍ଶୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତ୍ୟକ୍ଷଦର୍ଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ରତ୍ୟକ୍ଷ+ଦୃଶ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]

ସାକ୍ଷାତ୍ଦର୍ଶୀ; ସ୍ୱୟଂ ଦ୍ରଷ୍ଟା; ଯେ ନିଜେ ଦେଖି ଥାଏ —Seeing with one's own eyes; having seen anything with one's own eyes.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ସାକ୍ଷାତ୍ ଦେଖିଥିବା ବ୍ୟକ୍ତି — Eye-witness.