Jump to content

ପ୍ରତ୍ୟକ୍ଷ ଫଳ

ଉଇକିଅଭିଧାନ‌ରୁ

ପ୍ରତ୍ୟକ୍ଷ ଫଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରତ୍ୟକ୍ଷ+ଫଳ)

[ସମ୍ପାଦନା]
୧. ସାକ୍ଷାତ୍ ପରିମାଣ — Direct effect.
୨. ହାତେ ହାତେ ବା ସାଙ୍ଗେ ସାଙ୍ଗେ ଘଟିବା ଫଳ — ୨. Immediate result.