Jump to content

ପ୍ରତ୍ୟକ୍ଷ ବାଦ

ଉଇକିଅଭିଧାନ‌ରୁ

ପ୍ରତ୍ୟକ୍ଷ ବାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରତ୍ୟକ୍ଷ+ବାଦ)

[ସମ୍ପାଦନା]
୧. ସମକ୍ଷରେ କହିବା —୧. Speaking to one's face.
୨. ଜଡ଼ବାଦ; ପ୍ରକୃତିବାଦ; ଦେହାତ୍ମବାଦ — ୨. The theory of materialism.
୩. ପ୍ରତ୍ୟକ୍ଷ ପ୍ରମାଣ ଛଡ଼ା ଅନ୍ୟ ପ୍ରମାଣ ସ୍ୱାକାର ନ କରିବା ରୂପକ ମତ —୩. The theory of believing in nothing except what one perceives directly through one's senses.