ପ୍ରତ୍ୟକ୍ ଚୈତନ୍ୟ
ଦେଖଣା
ପ୍ରତ୍ୟକ୍ ଚୈତନ୍ୟ
ଉଚ୍ଚାରଣ
[ସମ୍ପାଦନା](ପ୍ରତ୍ୟକ୍ ଚେତନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପ୍ରତ୍ୟକ୍=ଅନ୍ତର୍ନିହିତ+ଚୈତ୍ୟନ୍ୟ)
[ସମ୍ପାଦନା]- ୧. ଅନ୍ତରାତ୍ମା —୧. The inner Soul.
- ୨. ପ୍ରତ୍ୟେକ ବ୍ୟକ୍ତି ଅନ୍ତର୍ନିହିତ ବ୍ୟକ୍ତିତ୍ୱ; ଜୀବାତ୍ମା — ୨. The individual Soul existing in every person.
- ୩. ପରମେଶ୍ୱର; ପରଂବ୍ରହ୍ମ; ପରମାତ୍ମା — ୩. The Universal Soul; God.
- ୪. ଆତ୍ମାଜ୍ଞାନପ୍ରାପ୍ତ ଯୋଗୀ (ହିନ୍ଦୀ - ଶ.) —୪. A person who has attained spiritual wisdom.