ପ୍ରତ୍ୟଗ୍ର
ଦେଖଣା
ପ୍ରତ୍ୟଗ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ରତି+ଅଗ୍ର)
[ସମ୍ପାଦନା]- ୧. ନବୀନ; ନୁତନ — ୧. New.
- ୨. ତଟକା —୨. Fresh; young.
- ୩. ଶୋଧିତ —୩. Purified; refined.
- ୪. ଉଜ୍ଜ୍ୱଳ; ଅମ୍ଳାନ —୪. Bright; clear.
- ୫. ଅଳ୍ପକାଳ ହେଲା ଘଟିଥିବା —୫. Recent.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରାଜା ବୃହଦ୍ରଥଙ୍କ ପୁତ୍ର — Name of a prince of ancient India.