Jump to content

ପ୍ରତ୍ୟଙ୍ଗ

ଉଇକିଅଭିଧାନ‌ରୁ

ପ୍ରତ୍ୟଙ୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଅଙ୍ଗ)

[ସମ୍ପାଦନା]
୧. ପ୍ରଧାନ ଅଙ୍ଗର ଅଂଶ; ଅଙ୍ଗାବୟବ; ଶରୀରର କ୍ଷୁଦ୍ର କ୍ଷୁଦ୍ର ବା ଅପ୍ରଧାନ ଅଙ୍ଗ — ୧. Limb; a minor member of the body.

[ଦ୍ରଷ୍ଟବ୍ୟ —ଅଙ୍ଗ; ଯଥା—ହସ୍ତ, ପଦ୍ମ ମୁଖ—ପ୍ରତ୍ୟଙ୍ଗ; ଯଥା— ଅଙ୍ଗୁଳି, ନାସିକା କାନ, ଓଠ, କପାଳ]

୨. ଉପକରଣ —୨. Element; material.
୩. ଅସ୍ତ୍ରଶସ୍ତ୍ର; ହତିଆର — ୩. Weapon; instrument (Howells).
୪. ଅଂଶ —୪. Part; division (Howells).

[ଦ୍ରଷ୍ଟବ୍ୟ —ଏହି 'ପ୍ରତ୍ୟଙ୍ଗ' ଶବ୍ଦ 'ଅଙ୍ଗ' ଶବ୍ଦ ପରେ ସହଚରରୂପେ ବ୍ୟବହୃତ ହୁଏ]