Jump to content

ପ୍ରତ୍ୟନୀକ

ଉଇକିଅଭିଧାନ‌ରୁ

ପ୍ରତ୍ୟନୀକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି=ବିରିଦ୍ଧ; ବିପକ୍ଷ+ଅନୀଳ+ସୈନ୍ୟ)

[ସମ୍ପାଦନା]
୧. ପ୍ରତିପକ୍ଷ; ବିପକ୍ଷଦଳ — ୧. Opposite party.
୨. ଶତ୍ରୁ —୨. Enemy; antagonist.
୩. ଦେବାନି ମକଦ୍ଦମାରେ ପ୍ରତିବାଦୀ — ୩. A defendant in a civil suit.
୪. ଫଉଜଦାରି ମକକଦ୍ଦମାରେ ଆସାମୀ — ୪. An accused in a cirminal case.
୫. ବିଘ୍ନ —୫. Obstacle.
୬. କାବ୍ୟାଳଙ୍କାରବିଶେଷ — ୬. A figure of speech in rhetoric.

[ଦ୍ରଷ୍ଟବ୍ୟ —ଏ ଅଳଙ୍କାରରେ ବର୍ଣ୍ଣିତ ବସ୍ତୁ ପ୍ରତି ଅନ୍ୟ ବସ୍ତୁ ହିତକର ବା ଅହିତକର ଥିବାର ବର୍ଣ୍ଣିତ ହୁଏ—ହିନ୍ଦୀ - ଶ]

୭. ପ୍ରତିଶୋଧ ନେବାକୁ ଅସମର୍ଥ ବ୍ୟକ୍ତିର ହାନି କରିବା; ମଲା ଉପରେ ଶଗଡ଼ ଚଲାଇବା —୭. Injuring a person incapable of retaliating; hurting a fallen person; flogging a dead horse.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଶତ୍ରୁତାପନ୍ନ —୧. Inimical; hostile.
୨. ବିରୋଧକାରୀ; ବିପକ୍ଷ; ପ୍ରତିବାଦୀ — ୨. Opposing; contradicting; antagonistic.