ପ୍ରତ୍ୟନ୍ତ
ଦେଖଣା
ପ୍ରତ୍ୟନ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ରତି=ପ୍ରାୟ+ଅନ୍ତ+ଶେଷ)
[ସମ୍ପାଦନା]- ୧. ପ୍ରାନ୍ତବର୍ତ୍ତୀ — ୧. Bordering on; situated on the border or the outskirts; skirting.
- ୨. ସୀମାନ୍ତସ୍ଥିତ —୨. Situated beyond the boundary.
- ୩. ସନ୍ନିହିତ; ସଂଲଗ୍ନ —୩. Contiguous; adjacent.
- ୪. ନିକଟବର୍ତ୍ତୀ —୪. Near; neighbouring.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସୀମା; ପ୍ରାନ୍ତ — ୧. Limit; boundary; extremity.
- ୨. ମ୍ଳେଛ ଦେଶ; ଅସଭ୍ୟ ବ୍ୟକ୍ତିମାନଙ୍କ ଅଧ୍ୟୁଷିତ ଦେଶ — ୨. A country inhabited by unclean, uncivilised or savage people.