ପ୍ରତ୍ୟବାୟ
ଦେଖଣା
ପ୍ରତ୍ୟବାୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି+ଅବ+ ଇ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ପାପ —୧. Sin.
- ୨. ବାଧା —୨. Obstruction; restraint.
- ୩. ବିରୋଧାଚରଣ; ବପକ୍ଷତା —୩. Opposition.
- ୪. ନୈରାଶ୍ୟ —୪. Hopelessness.
- ୫. ବିଘ୍ନ —୫. Impediment.
- ୬. ଆଶାର ବିଫଳତା —୬. Disappointment.
- ୭. ବିପରୀତ ଘଟଣା —୭. Reverse.
- ୮. ଶାସ୍ତ୍ରବିହିତ ନିତ୍ୟକର୍ମ ନ କରିବା ଯୋଗୁଁ ପାପ (ହିନ୍ଦୀ - ଶ) — ୮. Sin of omission due to the non-performance of daily duties and ritual enjoined in the Ṡāstras.