Jump to content

ପ୍ରତ୍ୟବେକ୍ଷଣ

ଉଇକିଅଭିଧାନ‌ରୁ

ପ୍ରତ୍ୟବେକ୍ଷଣ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତ୍ୟବେକ୍ଷା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଅବେକ୍ଷଣ)

[ସମ୍ପାଦନା]
୧. ପର୍ଯ୍ୟବେକ୍ଷଣ — ୧. Observation.
୨. ଅନୁସନ୍ଧାନ — ୨. Investigation.
୩. ସତର୍କତା —୩. Caution.
୪. ବିଚାର —୪. Consideration.