ପ୍ରତ୍ୟଭିଜ୍ଞା
ଦେଖଣା
ପ୍ରତ୍ୟଭିଜ୍ଞା
ଉଚ୍ଚାରଣ
[ସମ୍ପାଦନା](ପ୍ରତ୍ୟଭିଜ୍ଞାନ—ଅନ୍ୟରୂପ)
ପ୍ରତ୍ୟଭିଜ୍ଞାତ, ପ୍ରତ୍ୟଭିଜ୍ଞାତାବିଣ
ସଂସ୍କୃତ - ବିଶେଷ୍ୟ - (ପ୍ରତି+ଅଭିଜ୍ଞା)
[ସମ୍ପାଦନା]- ୧. ଚିହ୍ନିପାରିବା; ସ୍ମୃତି ସାହାଯ୍ୟରେ ଉତ୍ପନ୍ନ ଜ୍ଞାନ — ୧. Recognition; knowing with the help of one's memory
- ୨. ଚିହ୍ନଟ —୨. Identification.
- ୩. (ଦର୍ଶନ ଶାସ୍ତ୍ର) ଅହା ସେହି ଇତ୍ୟାକାର ଜ୍ଞାନ — ୩. (philosophy) Consciousness of the identity of a thing.
- ୪. ପରାମାତ୍ମା (ଇଶ୍ୱର) ଓ ଜୀବାତ୍ମା ଏକ ଥିବା ବିଷୟ ଯେଉଁ ଜ୍ଞାନଦ୍ୱାରା ମାନିବାକୁ ହୁଏ (ହିନ୍ଦୀ - ଶ.) —୪. The knowledge of the identity of man's soul with God.