ପ୍ରତ୍ୟଭିବାଦ
(ପ୍ରତ୍ୟଭିବାଦନ—ଅନ୍ୟରୂପ)
ପ୍ରତିନମସ୍କାର; ପ୍ରଣାମ କରିବା ବ୍ୟକ୍ତିଙ୍କୁ ପୂଜ୍ୟ ବ୍ୟକ୍ତିଙ୍କର ଆଶୀର୍ବାଦ ବଚନ ବା ଅଭିବାଦନ — Salutation in return; counter-greeting; return salutation; blessing uttered by a person to whom a person salutes.