Jump to content

ପ୍ରତ୍ୟଭିଯୋଗ

ଉଇକିଅଭିଧାନ‌ରୁ

ପ୍ରତ୍ୟଭିଯୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଅଭିଯୋଗ)

[ସମ୍ପାଦନା]
୧. ଅଭିଯୁକ୍ତ ବ୍ୟକ୍ତି ଅଭିଯୋକ୍ତା ବିରୋଧରେ କରିବା ଅଭିଯୋଗ — ୧. A counters-charge; a counter accusation.
୨. ବାଦୀ ବା ଅପିଲାଣ୍ଟ୍ ବିରୋଧରେ କରାଯିବା ମକଦ୍ଦମା — ୨. A counter-case; cross-appeal.
୩. ପ୍ରଥମ ନିଷ୍ପତ୍ତିରେ ବିରୋଧରେ ଅଭିଯୋଗ; ଅପିଲ୍ — ୩. An appeal.