Jump to content

ପ୍ରତ୍ୟର୍ଥୀ

ଉଇକିଅଭିଧାନ‌ରୁ

ପ୍ରତ୍ୟର୍ଥୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତ୍ୟର୍ଥିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ପ୍ରତି+ଅର୍ଥ+ଇନ୍; ୧ମା ୧ବ)

[ସମ୍ପାଦନା]
୧. ବିପକ୍ଷ; ଶତ୍ରୁ —୧. Adversary.
୨. ମକଦମାରେ ପ୍ରତିବାଦୀ — ୨. A defendant in a case.
୩. ମକଦ୍ଦମାରେ ଅପର ପକ୍ଷ — ୩. The opposite party in a case.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପ୍ରତିକୂଳ —Opposing; hostile.