Jump to content

ପ୍ରତ୍ୟର୍ପଣ

ଉଇକିଅଭିଧାନ‌ରୁ

ପ୍ରତ୍ୟର୍ପଣ

ଉଚ୍ଚାରଣ

[ସମ୍ପାଦନା]

ପ୍ରତ୍ୟର୍ପକ, ପ୍ରତ୍ୟର୍ପିତବିଣ

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଅର୍ପଣ)

[ସମ୍ପାଦନା]
୧. ପ୍ରତିଦାନ; ଦତ୍ତ ବସ୍ତୁକୁ ଦାତାକୁ ଫେରାଇ ଦେବା —୧. Returning to the giver of a thing given.
୨. ନେଇଥିବା ପଦାର୍ଥକୁ ଲେଉଟାଇବା — ୨. Restoration of a thing taken.