Jump to content

ପ୍ରତ୍ୟାଖ୍ୟାନ

ଉଇକିଅଭିଧାନ‌ରୁ

ପ୍ରତ୍ୟାଖ୍ୟାନ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତ୍ୟାଖ୍ୟାତ—ବିଣ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଆଖ୍ୟାନ)

[ସମ୍ପାଦନା]
୧. ନିରାକରଣ —୧. Rejection.
୨. ରଦ୍ କରିବା; ନାମଞ୍ଜୁର କରିବା — ୨. Setting aside; nullification.
୩. ଅସ୍ୱୀକାର — ୩. Denial; refusal; disowning.
୪. ତିରସ୍କାର —୪. Reproach; reprimand.
୫. କହିଥିବା କଥାକୁ ନ ମାନିବା — ୫. Disavowal; impugnment.
୬. ନିଜର କଥିତ ବାକ୍ୟର ପ୍ରତ୍ୟାହାର — ୬. Withdrawal of one's statement.