Jump to content

ପ୍ରତ୍ୟାଦେଶ

ଉଇକିଅଭିଧାନ‌ରୁ

ପ୍ରତ୍ୟାଦେଶ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତ୍ୟାଦିଷ୍ଟ—ବିଣ)

ସଂସ୍କୃତ - ବିଶେଷ୍ୟ - (ପ୍ରତି+ ଆଦେଶ)

[ସମ୍ପାଦନା]
୧. ପ୍ରତ୍ୟାଖାନ — ୧. Rejection; disavowal.
୨. ସାବଧାନତାସୂଚକ ଦୈବବାଣୀ — ୨. Oracular warning.
୩. ଦୈବବାଣୀ; ଦେବଜ୍ଞା — ୩. DDivine command; revelation.
୪. ଈଶ୍ୱର ପ୍ରେରଣାରେ ମନରେ ଜନ୍ମିବା ଭାବ — ୪. Inspiration.
୫. ବିଘ୍ନ; ବାଧା —୫. Obstacle.
୬. ପରିତ୍ୟାଗ —୬. Abandonment.
୭. ନିଷେଧାଜ୍ଞା —୭. Injunction.
୮. ଆଦେଶକୁ ରଦ୍ କରିବା ଆଦେଶ — ୭. Countermand; nullifying order.