Jump to content

ପ୍ରତ୍ୟାରମ୍ଭ

ଉଇକିଅଭିଧାନ‌ରୁ

ପ୍ରତ୍ୟାରମ୍ଭ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତ୍ୟାରବ୍ଧ—ବିଣ)

ସଂସ୍କୃତ - ବିଶେଷଣ - (ପ୍ରତି+ ଆରମ୍ଭ)

[ସମ୍ପାଦନା]
୧. ବିଗିଡ଼ି ଯାଇଥିବା କାର୍ଯ୍ୟର ପୁନରାରମ୍ଭ — ୧. Recommencement of a work which has been spoiled.
୨. ରଦ୍ କରିବା — ୨. Annulment.