ପ୍ରତ୍ୟାଲୀଢ଼
ଦେଖଣା
ପ୍ରତ୍ୟାଲୀଢ଼
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି+ ଆ+ ଲିହ୍ ଧାତୁ+ ଭାବ. ତ)
[ସମ୍ପାଦନା]ଶରସନ୍ଧାନ ସମୟରେ ବାମପାଦକୁ ପ୍ରସାରଣ ଓ ଦକ୍ଷିଣପାଦକୁ ସଙ୍କୋଚନ କରି ବସିବା —An attitude of extending the left leg and contracting the right one while shooting with a bow.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଭକ୍ଷିତ; ଭୁକ୍ତ —୧. Eaten.
- ୨. ଆସ୍ୱାଦିତ —୨. Tasted.
- ୩. ଚଟା ହୋଇଥିବା —୩. Licked up.