Jump to content

ପ୍ରତ୍ୟାଶା

ଉଇକିଅଭିଧାନ‌ରୁ

ପ୍ରତ୍ୟାଶା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ପ୍ରତି+ ଆଶା)

[ସମ୍ପାଦନା]
୧. ଆଶା; ପ୍ରତୀକ୍ଷା — ୧. Hope; expectation.
୨. ପ୍ରତ୍ୟୟ; ବିଶ୍ୱାସ; ଆସ୍ଥା — ୨. Confidence; faith; trust.
୩. ଆକାଂକ୍ଷ୍ୟା —୩. Desire.
୪. ଅର୍ଥ ଲାଭର ବା ଫଳପ୍ରାପ୍ତିର ଆଶା — ୪. Hope of gain or favourable coonsequence.
୫. କାର୍ଯ୍ୟସିଦ୍ଧିର ଆଶା — ୫. The hope of attainment of success.