Jump to content

ପ୍ରତ୍ୟାଶୀ

ଉଇକିଅଭିଧାନ‌ରୁ

ପ୍ରତ୍ୟାଶୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତ୍ୟାଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ରତ୍ୟାଶା+ ଇନ୍; ୧ମା. ୧ବ)

[ସମ୍ପାଦନା]
୧. ପ୍ରତ୍ୟାଶାଯୁକ୍ତ; ଯେ ପ୍ରତ୍ୟାଶା କରେ — ୧. Hoping; expecting; desiring.
୨. ଫଳପ୍ରାପ୍ତି ପାଇଁ ଆଶାନ୍ୱିତ — ୨. Expectant for the result.