Jump to content

ପ୍ରତ୍ୟାସନ୍ନ

ଉଇକିଅଭିଧାନ‌ରୁ

ପ୍ରତ୍ୟାସନ୍ନ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତ୍ୟାସନ୍ନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ କ୍ଳୀ. (ପ୍ରତି+ ଆସନ୍ନ)

[ସମ୍ପାଦନା]
୧. ନିକଟବର୍ତ୍ତୀ — ୧. Proximate; contiguous.
୨. ଦେହକୁ ଲାଗିଥିବା — ୨. Adjacent; learning to; attached to.
୩. ପରସ୍ପରକୁ ଲଗାଲଗି — ୩. Close to each other; touching each other.