Jump to content

ପ୍ରତ୍ୟାହାର

ଉଇକିଅଭିଧାନ‌ରୁ

ପ୍ରତ୍ୟାହାର

ଉଚ୍ଚାରଣ

[ସମ୍ପାଦନା]

(ପ୍ରତ୍ୟାହରଣ—ଅନ୍ୟରୂପ)

(ପ୍ରତ୍ୟାହୃତ, ପ୍ରତ୍ୟାହାର୍ଯ୍ୟ—ବିଣ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଆ+ହୃ ଧାତ+ ଦ୍ଭାବ. ଅ)

[ସମ୍ପାଦନା]
୧. ଫେରାଇ ନେବା —୧. Taking back; withdrawing.
୨. ଯୋଗଙ୍ଗବିଶେଷ; ସ୍ୱପ୍ନ ବିଷୟରୁ ଇନ୍ଦ୍ରିୟମାନଙ୍କୁ ନିବୃତ୍ତ କରାଇ ଈଶ୍ୱରଙ୍କଠାରେ ମନୋନିବେଶ କରିବା; ଇନ୍ଦ୍ରିୟଦମନ —୨. Abstraction; withdrawing one's self from sensual perception and concentrating one's mind on the abstract or the Supreme Being.
୩. ସଂକୋଚନ —୩. Contracting.
୪. ସାରସଙ୍କଳନ —୪. Abridgement; compendium.
୫. କହିଥିବା କଥାକୁ ଲେଉଟାଇନେବା — ୫. Withdrawal of a statement already made.