Jump to content

ପ୍ରତ୍ୟୁକ୍ତି

ଉଇକିଅଭିଧାନ‌ରୁ

ପ୍ରତ୍ୟୁକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ପ୍ରତି+ ଉକ୍ତ(କ୍ତି)]

[ସମ୍ପାଦନା]
୧. ପ୍ରତ୍ୟୁତ୍ତର — ୧. Reply; response.
୨. କୌଣସି ଉକ୍ତିର ଉତ୍ତରରେ ପ୍ରଦତ୍ତ ଉତ୍ତର — ୨. Rejoinder given to a verbal statement.