Jump to content

ପ୍ରତ୍ୟୁତ୍ପନ୍ନ

ଉଇକିଅଭିଧାନ‌ରୁ

ପ୍ରତ୍ୟୁତ୍ପନ୍ନ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତ୍ୟୁତ୍ତର, ପ୍ରତ୍ୟୁତ୍ପାଦନ—ବି)

ସଂସ୍କୃତ - ବିଶେଷଣ - (ପ୍ରତି+ ଉତ୍ପନ୍ନ)

[ସମ୍ପାଦନା]
୧. ପୁନରୁତ୍ପନ୍ନ — ୧. Reborn; reproduced.
୨. (ଗଣିତ) ଗୁଣିତ — ୨. (mathematics) Multiplied.
୩. ଉପସ୍ଥିତ —୩. Arrived; present.
୪. ସତ୍ୱର —୪. Prompt; hurried.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଗଣିତ) ଗୁଣନ —୧. (mathematics) Multiplication.
୨. କେତେକ ରାଶିର ଗୁଣଫଳ —୨. The product of a multiplication.