ପ୍ରତ୍ୟୁତ୍ପନ୍ନ ମତି
ଦେଖଣା
ପ୍ରତ୍ୟୁତ୍ପନ୍ନ ମତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରତ୍ୟୁତ୍ପନ୍ନ+ ମତି)
[ସମ୍ପାଦନା]ଉପସ୍ଥିତ ବୁଦ୍ଧି; କାର୍ଯ୍ୟକାଳରେ ଝଟତି ଉପସ୍ଥିତ ହେବା ବୁଦ୍ଧି —Presence of mind; quickness of perception.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଉପସ୍ଥିତ ବୁଦ୍ଧିଯୁକ୍ତ; ହଠାତ୍ ଘଟିବା ଅବସ୍ଥାର ପ୍ରତିକାର ପାଇଁ ଯାହାକୁ ବୁଦ୍ଧି ସ୍ପୁରେ —Having presence of mind; resourceful.