ପ୍ରତ୍ୟୁଦ୍ଗମ
(ପ୍ରତ୍ୟୁଦ୍ଗମନ—ଅନ୍ୟରୂପ)
ଆଗମନକାରୀଙ୍କୁ ଅଭ୍ୟର୍ଥନା କରି ଆଣିବା ନିମନ୍ତେ ବାହାରିବା; ଆଗନ୍ତୁକକୁ ପାଛୋଟି ଆଣିବାପାଇଁ ଯିବା — Setting out to welcome a coming guest.