ପ୍ରତ୍ୟୁପକାର
[ପ୍ରତ୍ୟୁପକୃତ (ପୁଂ, ପ୍ରତ୍ୟୁପକୃତା(ସ୍ତ୍ରୀ), ପ୍ରତ୍ୟୁପକାରୀ (ପୁଂ), ପ୍ରତ୍ୟୁପକାରିଣୀ (ସ୍ତ୍ରୀ), ପ୍ରତ୍ୟୁପକର୍ତ୍ତା (ପୁଂ), ପ୍ରତ୍ୟୁପକର୍ତ୍ତ୍ରୀ (ସ୍ତ୍ରୀ)—ବିଶେଷଣ - ]
ଉପକାରୀର ଉପକାର ସାଧନ —A return foor kindness; a favour in requital.