Jump to content

ପ୍ରତ୍ୟୁପଦେଶ

ଉଇକିଅଭିଧାନ‌ରୁ

ପ୍ରତ୍ୟୁପଦେଶ

ଉଚ୍ଚାରଣ

[ସମ୍ପାଦନା]

ପ୍ରତ୍ୟୁପଦିଷ୍ଟ, ପ୍ରତ୍ୟୁପଦେଶକ (ପୁଂ), ପ୍ରତ୍ୟୁପଦେଶିକା (ସ୍ତ୍ରୀ), ପ୍ରତ୍ୟୁପଦେଷ୍ଟା (ପୁଂ)ଷ୍ଟ୍ରୀ—(ସ୍ତ୍ରୀ)ବିଶେଷଣ -

ସଂସ୍କୃତ - ବିଶେଷ୍ୟ - (ପ୍ରତି+ ଉପଦେଶ)

[ସମ୍ପାଦନା]
୧. ଉପଦେଶକାରୀ ପ୍ରତି ଉପଦେଶ —୧. Admonition; advice given in return for an advice.
୨. ନିର୍ଦ୍ଦିଷ୍ଟ ବିଧାନାନୁଯାୟୀ ଉପଦେଶ ଦାନ — ୨. Giving advice according to rules laid down.