Jump to content

ପ୍ରତ୍ୟୁହ

ଉଇକିଅଭିଧାନ‌ରୁ

ପ୍ରତ୍ୟୁହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଊହ ଧାତୁ=ତର୍କ କରିବା+ ଭାବ. ଅ)

[ସମ୍ପାଦନା]
୧. ବିରୁଦ୍ଧ ତର୍କ —୧. opposing argument; counter-argument.
୨. ଅନ୍ତରାୟ; ବାଧା; ବିଘ୍ନ — ୨. Obstacle; impediment.