ପ୍ରତ୍ୟୟ
ଦେଖଣା
ପ୍ରତ୍ୟୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ରତି+ଇ=ଧାତୁ= ଯିବା+ଭାବ. ଅ)
[ସମ୍ପାଦନା]- ୧. ଆସ୍ଥା; ବିଶ୍ୱାସ —୧. Trust; faith; belief; reliance; confidence.
- ୨. ଦୃଢ଼ ବିଶ୍ୱାସ; ନିଶ୍ଚୟାତ୍ମକ ଜ୍ଞାନ; ପ୍ରତୀତି — ୨. Conviction; firm faith.
- ୩. ମନରେ ଜନ୍ମିବା ଭାବ —୩. Idea.
- ୪. ନିଶ୍ଚିୟ; ନିଃସନ୍ଦେହତା —୪. Certainty.
- ୫. ସ୍ଥିରୀକରଣ —୫. Ascertainment.
- ୬. ଶପଥ —୬. Oath.
- ୭. ପାରମାର୍ଥକ ଚିନ୍ତା; ଧର୍ମସମ୍ୱନ୍ଧୀୟ ଚିନ୍ତା — ୭. Religious lor spiritual contemplation.
- ୮. ତପ୍ତ ଲୌହ, ଅଗ୍ନି ଆଦିଦ୍ୱାରା ପରୀକ୍ଷା; ମାଣ୍ଡୁ — ୮. An ordeal by fire, hot iron etc.
- ୯. ରନ୍ଧ୍ର; ଛିଦ୍ର —୯. Hole.
- ୧. ଜ୍ଞାନ —୧୦. Knowledge.
- ୧୧. ରୀତି; ଆଚାର; ପଦ୍ଧତି — ୧୧. Custom; practice; mode; usage.
- ୧୨. ସ୍ୱାଦୁତ୍ୱ; ମିଷ୍ଟାତ୍ୱ —୧୨. Sweetness.
- ୧୩. ପ୍ରତିପତ୍ତ; ପ୍ରଖ୍ୟାତି; ପ୍ରସିଦ୍ଧି — ୧୩. Celebrity; credit.
- ୧୪. କାରଣ; ହେତୁ —୧୪. Cause; reason.
- ୧୫. ବିବେଚନା — ୧୫. Appreciation; consideration.
- ୧୬. ସହକାରୀ ବ୍ୟକ୍ତି —୧୬. An assistant.
- ୧୭. (ବ୍ୟାକରଣ) ଶବ୍ଦ ବା ଧାତୁ ପରେ ଯୋଗ କରାଯିବା ବିଭକ୍ତି ବା ଚିହ୍ନ —୧୭. (Grammar) An affix or inflexion added to a root word; suffix.