ପ୍ରତ୍ୟୟକାରୀ
ଦେଖଣା
ପ୍ରତ୍ୟୟକାରୀ
ଉଚ୍ଚାରଣ
[ସମ୍ପାଦନା](ପ୍ରତ୍ୟକାରିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପ୍ରତ୍ୟୟ+କୃ ଧାତୁ+ଇନ୍; ୧ମା. ୧ବ.)
[ସମ୍ପାଦନା]- ୧. ଯାହା ଅନ୍ୟର ମନରେ ବିଶ୍ୱାସ ଜନ୍ମାଏ — ୧. That which makes one believe; inducing belief.
- ୨. ଯେ ନିଜେ ବିଶ୍ୱାସ କରେ —୨. Trusting.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମୋହର୍; ଛାପ —A seal; a signet.