Jump to content

ପ୍ରଥମ

ଉଇକିଅଭିଧାନ‌ରୁ

ପ୍ରଥମ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଥମା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ରଥ୍ ଧାତୁ+ ଅମ)

[ସମ୍ପାଦନା]
୧. ଆଦି; ଆଦ୍ୟ — ୧. First; primary.
୨. ଆଦିମ; ମୌଳିକ —୨. Original.
୩. ସମସ୍ତଙ୍କ ଅପେକ୍ଷା ପୂର୍ବରେ ହୋଇଥିବା — ୩. Earliest; primtitive.
୪. ଜ୍ୟେଷ୍ଠ —୪. Eldest.
୫. ମୁଖ୍ୟ; ପ୍ରଧାନ; ଶ୍ରେଷ୍ଠ — ୫. Chief; principal.


୬. ପୂର୍ବବର୍ତ୍ତୀ —୬. Prior; previous; former.
୭. ଅଗ୍ରଜ —୭. Elder.
୮. ଯୋଗ୍ୟତା ବିଷୟରେ ଶ୍ରେଷ୍ଠ — ୮. First in proficiency.

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]

ପ୍ରଥମତଃ (ଦେଖ) - Prathamataḥ (See)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସଂସ୍କୃତ ବିଦ୍ୟାଳୟରେ କାବ୍ୟ, ବ୍ୟାକରଣ ଆଦି ବିଷୟରେ ଛାତ୍ରମାନଙ୍କର ନିର୍ଦ୍ଦିଷ୍ଟ ପ୍ରଥମ ପରୀକ୍ଷା — The first examination in Kābya, Byākaraṇa and other fixed subjects in Sanscrit schools.

(ଯଥା—ମିଶ୍ରେ ଏ ବର୍ଷ କାବ୍ୟ ପ୍ରଥମ ଦେବେ)