Jump to content

ପ୍ରଥମଜ

ଉଇକିଅଭିଧାନ‌ରୁ

ପ୍ରଥମଜ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଥମଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ରଥମ+ ଜନ ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]

ପୋଢୁଆଁ; ପ୍ରଥମୋତ୍ପନ୍ନ; ଜ୍ୟେଷ୍ଠ (ସନ୍ତାନ) — First born; eldest (offspring).