Jump to content

ପ୍ରଥମାଷ୍ଟମୀ

ଉଇକିଅଭିଧାନ‌ରୁ

ପ୍ରଥମାଷ୍ଟମୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରଥମ+ଅଷ୍ଟମୀ)

[ସମ୍ପାଦନା]

ମାର୍ଗଶିର ମାସର କୃଷ୍ଣ ଅଷ୍ଟମୀ; ପଢୁଆଁ ଅଷ୍ଟମୀ — The ୮th day of the dark fortnight of the month of Mārgaṡira.

[ଦ୍ରଷ୍ଟବ୍ୟ —ଏ ଦିନ ବଂଶର ପ୍ରଥମଜାତ ସନ୍ତାନ ବା ଜ୍ୟେଷ୍ଠପୁତ୍ରମାନଙ୍କର ନବବସ୍ତ୍ର ପରିଧାନ, ବନ୍ଦାପନା ଓ ମିଷ୍ଟାନ୍ନ ଭକ୍ଷଣାଦି ହୁଏ ଏହା ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ଗୋଟିଏ ଯାତ୍ରାଦିବସ]