Jump to content

ପ୍ରଥମ ପୁରୁଷ

ଉଇକିଅଭିଧାନ‌ରୁ

ପ୍ରଥମ ପୁରୁଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ ବ୍ୟାକରଣ)

[ସମ୍ପାଦନା]

ତୃତୀୟ ବ୍ୟକ୍ତି ସମ୍ୱନ୍ଧେ ବ୍ୟବହୃତ ପୁରୁଷ (ଯାହାର ଚିହ୍ନ 'ସେ' 'ସେମାନେ' ଇତ୍ୟାଦି) — (Sanscrit grammer) The third person.

ଦେଶଜ - ବିଶେଷ୍ୟ - (ଓଡ଼ିଆ ବ୍ୟାକରଣ)

[ସମ୍ପାଦନା]

କହିବା ବ୍ୟକ୍ତି ନିଜକୁ ଲକ୍ଷ୍ୟକରିବା ପୁରୁଷ (ଏହାର ଚିହ୍ନ 'ମୁଁ', 'ଆମ୍ଭେ' ଇତ୍ୟାଦି) — (Oria grammer) The third ୧st person.

[ଦ୍ରଷ୍ଟବ୍ୟ —ସଂସ୍କୃତରେ 'ସେ' ପ୍ରଥମ ପୁରୁଷ, 'ତୁମ୍ଭେ' ମଧ୍ୟମ ପୁରୁଷ ଓ 'ମୁଁ' ଉତ୍ତମ ପୁରୁଷ; ମାତ୍ର ଓଡ଼ିଆରେ ଓ ଇଂରାଜିରେ 'ସେ' ୩ୟ ପୁରୁଷ, 'ତୁମ୍ଭେ' ୨ୟ ପୁରୁଷ ଓ 'ମୁଁ' ୧ମ ପୁରୁଷ]